1 Chronicles 6 - BBE (Oriya)
1 The sons of Levi: Gershon, Kohath, and Merari.ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
2 And the sons of Kohath: Amram, Izhar, Hebron, and Uzziel.କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।
3 And the sons of Amram: Aaron and Moses and Miriam. And the sons of Aaron: Nadab and Abihu, Eleazar and Ithamar.ଅମ୍ରାନ୍ଙ୍କର ସନ୍ତାନମାନେ ଥିଲେ ହାରୋଣ, ମାଶାେ ଓ ମରିଯମ୍।
4 Eleazar was the father of Phinehas; Phinehas was the father of Abishua;ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।
5 And Abishua was the father of Bukki, and Bukki was the father of Uzzi,ଅବିଶୂଯ ବୁକ୍କିଙ୍କ ପିତା ଥିଲେ। ବୁକ୍କ ଉଷିଙ୍କ ପିତା ଥିଲେ।
6 And Uzzi was the father of Zerahiah, and Zerahiah was the father of Meraioth;ଉଷି ସରହିଯଙ୍କ ପିତା ଥିଲେ। ସରହିଯ ମରାଯୋତଙ୍କ ପିତା ଥିଲେ।
7 Meraioth was the father of Amariah, and Amariah was the father of Ahitub,ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
8 And Ahitub was the father of Zadok, and Zadok was the father of Ahimaaz,ଅହୀଟୂବ୍ ସାଦୋକ୍ଙ୍କ ପିତା ଥିଲେ। ସାଦୋକ୍ ଅହୀମାସ୍ଙ୍କ ପିତା ଥିଲେ।
9 And Ahimaaz was the father of Azariah, and Azariah was the father of Johanan,ଅହୀମାସ ଅସରିଯଙ୍କ ପିତା ଥିଲେ। ଅସରିଯ ୟୋହାନନ୍ଙ୍କ ପିତା ଥିଲେ।
10 And Johanan was the father of Azariah, (he was priest in the house which Solomon put up in Jerusalem:)ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।
11 And Azariah was the father of Amariah, and Amariah was the father of Ahitub,ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
12 And Ahitub was the father of Zadok, and Zadok was the father of Shallum,ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।
13 And Shallum was the father of Hilkiah, and Hilkiah was the father of Azariah,ଶକ୍ଲୁମ୍ ହିଲକିଯଙ୍କ ପିତା ଥିଲେ। ହିଲକିଯ ଅସରିଯଙ୍କ ପିତା ଥିଲେ।
14 And Azariah was the father of Seraiah, and Seraiah was the father of Jehozadak;ଅସରିଯ ସରାଯଙ୍କ ପିତା ଥିଲେ। ସରାଯ ୟିହୋସାଦକଙ୍କ ପିତା ଥିଲେ।
15 And Jehozadak went as a prisoner when the Lord took away Judah and Jerusalem by the hand of Nebuchadnezzar.ସଦାପ୍ରଭୁ ଯେତବେେଳେ ଯିହୁଦା ଓ ୟିରୁଶାଲମକୁ ନିର୍ବାସିତ କଲେ, ୟିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗେଲ। ସଦାପ୍ରଭୁ ନବୂଖଦନିତସରଙ୍କ ଦ୍ବାରା ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ନିର୍ବାସନ ରେ ପଠାଇଲେ।
16 The sons of Levi; Gershom, Kohath, and Merari.ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
17 And these are the names of the sons of Gershom: Libni and Shimei.ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବନି ଓ ଶମିଯି।
18 And the sons of Kohath were Amram, Izhar, Hebron, and Uzziel.କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।
19 The sons of Merari: Mahli and Mushi. And these are the families of the Levites listed by the names of their fathers.ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
20 Of Gershom: Libni his son, Jahath his son, Zimmah his son,ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।
21 Joah his son, Iddo his son, Zerah his son, Jeatherai his son.ୟୋଯାଦ ସମ୍ମିଙ୍କ ପୁତ୍ର ଥିଲେ। ଇଦ୍ଦୋ ୟୋଯାହଙ୍କ ପୁତ୍ର ଥିଲେ। ସରହେ ଇଦ୍ଦୋଙ୍କ ପୁତ୍ର ଥିଲେ। ୟିଯତ୍ରଯ ସରହଙ୍କେର ପୁତ୍ର ଥିଲେ।
22 The sons of Kohath: Amminadab his son, Korah his son, Assir his son,ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।
23 Elkanah his son, and Ebiasaph his son, and Assir his son,ଇଲକାନା ଅସୀରଙ୍କ ପୁତ୍ର ଥିଲେ, ଅବୀଯାସଫ୍ ଇଲକାନାଙ୍କ ପୁତ୍ର ଥିଲେ। ଅସୀର ଅବୀଯାସଫଙ୍କ ପୁତ୍ର ଥିଲେ।
24 Tahath his son, Uriel his son, Uzziah his son, and Shaul his son.ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିଯଲେ ତହତ୍ଙ୍କ ପୁତ୍ର ଥିଲେ। ଊଷିଯ ଉରିଯଲଙ୍କେ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।
25 And the sons of Elkanah: Amasai and Ahimoth.ଇଲକାନାଙ୍କ ପୁତ୍ରମାନେ ଥିଲେ ଅମାସଯ ଓ ଅହୀମାେତ୍।
26 Elkanah his son: Zophai his son, and Nahath his son,ଇଲକାନା ଅହୀମାେତଙ୍କର ପୁତ୍ର ଥିଲେ। ସୋଫୀଯ ଇଲକାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।
27 Eliab his son, Jeroham his son, Elkanah his son, Samuel his son.ଇଲୀଯାବ୍ ନହାତଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯାବ୍ଙ୍କ ପୁତ୍ର ଥିଲେ। ଇଲକାନା ୟିରୋହମ୍ଙ୍କ ପୁତ୍ର ଥିଲେ। ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ।
28 And the sons of Samuel: the oldest Joel, and the second Abiah.ଶାମୁଯଲଙ୍କେ ପୁତ୍ରମାନେ ଥିଲେ : ଯାୟେଲ ଜେଷ୍ଠ ପୁତ୍ର ଓ ଅବୀଯ କନିଷ୍ଠ ପୁତ୍ର।
29 The sons of Merari: Mahli, Libni his son, Shimei his son, Uzzah his son,ଏହିମାନେ ମରାରିଙ୍କ ପୁତ୍ର ଥିଲେ : ମହଲି, ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।
30 Shimea his son, Haggiah his son, Asaiah his son.ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।
31 And these are those whom David made responsible for the music in the house of the Lord, after the ark had rest.ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।
32 They gave worship with songs before the House of the Tent of meeting, till Solomon put up the house of the Lord in Jerusalem; and they took their places for their work in their regular order.ଏହି ବ୍ଯକ୍ତିମାନେ ପବିତ୍ର ତମ୍ବୁ ମଧିଅରେ ସଙ୍ଗୀତ ଗାନ କରି ସବୋକାର୍ୟ୍ଯ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ ତମ୍ବୁ ବୋଲି ମଧ୍ଯ କୁହା ଯାଉଥିଲା। ଶଲୋମନ ୟିରୁଶାଲମ ରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ୟ୍ଯନ୍ତ ଏହି ବ୍ଯକ୍ତିମାନେ ସବୋକାର୍ୟ୍ଯ କଲେ। ସମାନଙ୍କେ କାର୍ୟ୍ଯ ନିମନ୍ତେ ସମାନଙ୍କେୁ ଦିଆୟାଇଥିବା ନିଯମାବଳୀକୁ ସୂଚାରୁରୂପେ ପାଳନ କରି ସମାନେେ ସବୋକାର୍ୟ୍ଯ କଲେ।
33 And these are those who did this work, and their sons. Of the sons of the Kohathites: Heman, who made melody, the son of Joel, the son of Samuel,ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,
34 The son of Elkanah, the son of Jeroham, the son of Eliel, the son of Toah,ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।
35 The son of Zuph, the son of Elkanah, the son of Mahath, the son of Amasai,ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସଯଙ୍କ ପୁତ୍ର ଥିଲେ।
36 The son of Elkanah, the son of Joel, the son of Azariah, the son of Zephaniah,ଅମାସଯ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯାୟେଲଙ୍କ ପୁତ୍ର ଥିଲେ। ଯାୟେଲ୍ ଅସରିଯଙ୍କ ପୁତ୍ର ଥିଲେ। ଅସରିଯ ସଫନିଯରଙ୍କ ପୁତ୍ର ଥିଲେ।
37 The son of Tahath, the son of Assir, the son of Ebiasaph, the son of Korah,ସଫନିଯର ତହତ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରହଙ୍କ ପୁତ୍ର ଥିଲେ।
38 The son of Izhar, the son of Kohath, the son of Levi, the son of Israel.କୋରହ ୟିଷହରଙ୍କ ପୁତ୍ର ଥିଲେ। ୟିଷହର କହାତ୍ଙ୍କ ପୁତ୍ର ଥିଲେ। କହାତ୍ ଲବେୀଙ୍କ ପୁତ୍ର ଥିଲେ। ଲବେୀ ଇଶ୍ରାୟେଲଙ୍କ ପୁତ୍ର ଥିଲେ।
39 And his brother Asaph, whose place was at his right hand, Asaph, the son of Berechiah, the son of Shimea,ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।
40 The son of Michael, the son of Baaseiah, the son of Malchijah,ଶିମିଯ ମୀଖାଯଲଙ୍କେ ପୁତ୍ର ଥିଲେ। ମୀଖାଯଲେ ବା ସଯଙ୍କେ ପୁତ୍ର ଥିଲେ। ବା ସଯେ ମଲ୍କିଯରଙ୍କ ପୁତ୍ର ଥିଲେ।
41 The son of Ethni, the son of Zerah, the son of Adaiah,ମଲ୍କିଯର ଇତ୍ନିଙ୍କ ପୁତ୍ର ଥିଲେ। ଇତ୍ନି ସରହଙ୍କେ ପୁତ୍ର ଥିଲେ। ସରହେ ଅଦାଯାଙ୍କ ପୁତ୍ର ଥିଲେ।
42 The son of Ethan, the son of Zimmah, the son of Shimei,ଅଦାଯା ଏଥନ୍ଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିଯଙ୍କ ପୁତ୍ର ଥିଲେ।
43 The son of Jahath, the son of Gershom, the son of Levi.ଶିମିଯ ୟହତଙ୍କ ପୁତ୍ର ଥିଲେ। ୟହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲବେୀଙ୍କ ପୁତ୍ର ଥିଲେ।
44 And on the left their brothers, the sons of Merari: Ethan, the son of Kishi, the son of Abdi, the son of Malluch,ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।
45 The son of Hashabiah, the son of Amaziah, the son of Hilkiah,ମାଲ୍ଲୁକ ହଶବିଯଙ୍କ ପୁତ୍ର ଥିଲେ। ହଶବିଯ ଅମତ୍ସିଯଙ୍କ ପୁତ୍ର ଥିଲେ। ଅମତ୍ସିଯ ହିଲ୍କିଯଙ୍କ ପୁତ୍ର ଥିଲେ।
46 The son of Amzi, the son of Bani, the son of Shemer,ହିଲ୍କିଯ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶମରଙ୍କେ ପୁତ୍ର ଥିଲେ।
47 The son of Mahli, the son of Mushi, the son of Merari, the son of Levi.ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
48 And their brothers the Levites were responsible for all the work of the Tent of the house of God.ହମେନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ଲବେୀଙ୍କ ଗୋଷ୍ଠୀମାନଙ୍କୁ ଲବେୀୟ ମଧ୍ଯ କୁହାଯାଉଥିଲା। ପବିତ୍ର ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଲବେୀୟମାନେ ମନୋନୀତ ହାଇେଥିଲେ। ପରମେଶ୍ବରଙ୍କ ଗୃହ ରେ ପବିତ୍ର ତମ୍ବୁ ରହିଥିଲା,
49 But Aaron and his sons made offerings on the altar of burned offering, and on the altar of perfume, for all the work of the most holy place, and to take away the sin of Israel, doing everything ordered by Moses, the servant of God.କିନ୍ତୁ କବଳେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହାମବେଳି, ୟଜ୍ଞବଦେୀ ସୁଗନ୍ଧିବଦେୀ ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆୟାଇ ଥିଲା। ପରମେଶ୍ବରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ୟ୍ଯ ଏବଂ ଇଶ୍ରାୟେଲ ପାଇଁ ମଧ୍ଯ ପ୍ରାଯଶ୍ଚିତ କରନ୍ତି। ମାଶାେ ପରମେଶ୍ବରଙ୍କ ସବେକ, ଯେଉଁ ସମସ୍ତ ନୀତି ଓ ଆଇନ ଦଇେଥିଲେ ସହେିସବୁ ସମାନେେ ପାଳନ କଲେ।
50 And these are the sons of Aaron: Eleazar his son, Phinehas his son, Abishua his son,ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ : ଇଲିଯାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିଯାସରଙ୍କ ପୁତ୍ର ଥିଲେ। ଅବୀଶୂଯ ପୀନ୍ହସ୍ଙ୍କ ପୁତ୍ର ଥିଲେ।
51 Bukki his son, Uzzi his son, Zerahiah his son,ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।
52 Meraioth his son, Amariah his son, Ahitub his son,ମରାଯୋତ୍ ସରହିଯଙ୍କ ପୁତ୍ର ଥିଲେ। ଅମରିଯ ମରାଯୋତ୍ଙ୍କ ପୁତ୍ର ଥିଲେ।
53 Zadok his son, Ahimaaz his son.ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକ୍ଙ୍କ ପୁତ୍ର ଥିଲେ।
54 Now these are their living-places, the limits inside which they were to put up their tents: to the sons of Aaron, of the families of the Kohathites, because they had the first selection,ଏହି ସମସ୍ତ ସ୍ଥାନ ରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସମାନଙ୍କେୁ ଦତ୍ତ ହାଇେଥିବା ଦେଶ ରେ ସମାନେେ ଛାଉଣୀ ମଧିଅରେ ବାସ କଲେ। ଲବେୀୟ ଲୋକମାନଙ୍କୁ ଦିଆୟାଇଥିବା ଦେଶ ରେ କହାତୀଯମାନେ ପ୍ରଥମ ଅଂଶ ପାଇଲେ।
55 To them they gave Hebron and its outskirts in the land of Judah;ସମାନଙ୍କେୁ ହିବ୍ରୋଣ୍ ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷେତ୍ରମାନ ଦତ୍ତ ହେଲା।
56 But the open country of the town, and the small places round it, they gave to Caleb, the son of Jephunneh.କିନ୍ତୁ ସମାନେେ ସହରଠାରୁ ଦୂର ରେ ଥିବା କ୍ଷେତ୍ର ଓ ଗ୍ରାମସବୁ ୟୁଫୁନ୍ନିର ପୁତ୍ର କାଲବଙ୍କେୁ ଦେଲେ।
57 And to the sons of Aaron they gave Hebron, the town to which men might go in flight and be safe, and Libnah with its outskirts, and Jattir, and Eshtemoa with its outskirts,ହାରୋଣର ବଂଶଧରମାନଙ୍କୁ ଦିଆୟାଇଥିବା ଆଶ୍ରଯ ନଗର ସବୁ ହିବ୍ରୋଣ, ଲିବନା, ୟତ୍ତୀର, ଇଷ୍ଟିମାେଯ,
58 And Hilen with its outskirts, Debir with its outskirts,ହିଲନ୍େ, ଦବୀର ଏବଂ ସମାନଙ୍କେର କ୍ଷତେ।
59 And Ashan with its outskirts, and Beth-shemesh with its outskirts;ଆଶନ୍, ବୈଥ୍-ଶମେଶ ଏବଂ ସମାନଙ୍କେର କ୍ଷତେ।
60 And from the tribe of Benjamin: Geba with its outskirts, and Alemeth with its outskirts, and Anathoth with its outskirts. All their towns among their families were thirteen towns.ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।
61 And to the rest of the sons of Kohath there were given by the Lord's decision ten towns out of the families of the tribe of Ephraim and out of the tribe of Dan and out of the half-tribe of Manasseh.କହାତତୀଯମାନଙ୍କୁ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ୟର୍ଦ୍ଦନ ନଦୀର ପୂର୍ବ ରେ ଥିବା ଦଶଗୋଟି ସହର ଦିଆୟାଇଥିଲା।
62 And to the sons of Gershom, by their families, out of the tribe of Issachar, and out of the tribe of Asher, and out of the tribe of Naphtali, and out of the tribe of Manasseh in Bashan, thirteen towns.ଗେର୍ଶୋନଙ୍କ ଗୋଷ୍ଠୀ ତରେ ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ଇଷାଖର, ଆଶରେ, ନପ୍ତାଲି ଓ ବାଶନ ଅଞ୍ଚଳ ରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସହେି ନଗରଗୁଡ଼ିକ ପ୍ରାପ୍ତ ହେଲେ।
63 And to the sons of Merari, by their families, twelve towns were given by the Lord's decision, out of the tribe of Reuben, and out of the tribe of Gad, and out of the tribe of Zebulun.ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ରୂବନ୍େ, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସହେି ସମସ୍ତ ନଗର ପ୍ରାପ୍ତ ହେଲେ। ସମାନେେ ଗୁଳାବାଣ୍ଟ ଦ୍ବାରା ସହେି ନଗରସବୁ ପ୍ରାପ୍ତ କଲେ।
64 And the children of Israel gave to the Levites the towns with their outskirts.ତେଣୁ ଇଶ୍ରାୟେଲୀୟ ଲୋକମାନେ ସହେିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲବେୀୟମାନଙ୍କୁ ଦଇେ ଦେଲେ।
65 And they gave by the Lord's decision out of the tribe of the children of Judah, and out of the tribe of the children of Simeon, and out of the tribe of the children of Benjamin, these towns whose names are given.ସହେି ସମସ୍ତ ନଗରୀ ସମାନେେ ଯିହୁଦା,ଶିମିଯୋନ୍, ଓ ବିନ୍ଯାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହାଇେଥିଲେ। ଯେଉଁଗୁଡ଼ିକର ନାମ ଗୁଳାବାଣ୍ଟ ରେ ଉଲ୍ଲେଖ କରାୟାଇଛି।
66 And to the families of the sons of Kohath were given towns by the Lord's decision out of the tribe of Ephraim.ଇଫ୍ରଯିମ୍ ଗୋଷ୍ଠୀ କହାତ୍ର କେତକେ ପରିବାର କିଛି ନଗରୀଗୁଡ଼ିକ ଦେଲେ।
67 And they gave them the town to which men might go in flight and be safe, Shechem in the hill-country of Ephraim with its outskirts, and Gezer with its outskirts,ଇଫ୍ରଯିମର ପାର୍ବତ୍ଯମଯ ଦେଶ ରେ, ସମାନଙ୍କେୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗଷେର ଓ ସମାନଙ୍କେର କ୍ଷେତ୍ରଗୁଡ଼ିକ ଦିଆଗଲା।
68 And Jokmeam with its outskirts, and Beth-horon with its outskirts,ୟକମିଯାମ୍, ବୈଥ୍ହୋରଣ ସମାନଙ୍କେର କ୍ଷତେସବୁ।
69 And Aijalon with its outskirts, and Gath-rimmon with its outskirts;ଅଯାଲୋନ୍ ଓ ଗାତ୍-ରିମ୍ମାେନ୍ ମଧ୍ଯ ସମାନଙ୍କେୁ ଦିଆୟାଇଥିଲା। ସମାନେେ ସହେି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।
70 And out of the half-tribe of Manasseh, Aner with its outskirts, and Bileam with its outskirts, for the rest of the family of the sons of Kohath.ଇଶ୍ରାୟେଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନରେ ଓ ବିଲିଯମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସହେି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।
71 To the sons of Gershom were given, out of the family of the half-tribe of Manasseh, Golan in Bashan with its outskirts, and Ashtaroth with its outskirts;ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ଭୂମି ପାଇଲେ, ସମାନେେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଚାରଣ ଭୂମି ସହ ପାଇଲେ।
72 And out of the tribe of Issachar, Kedesh with its outskirts, and Daberath with its outskirts,ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମାେତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ।
73 And Ramoth with its outskirts, and Anem with its outskirts;ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ଯ ସମାନେେ ଲାଭ କଲେ।
74 And out of the tribe of Asher, Mashal with its outskirts, and Abdon with its outskirts,ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ।
75 And Hukok with its outskirts, and Rehob with its outskirts;ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
76 And out of the tribe of Naphtali, Kedesh in Galilee with its outskirts, and Hammon with its outskirts, and Kiriathaim with its outskirts.ଗେର୍ଶୋନଙ୍କ ପରିବାର ଆହୁରି ମଧ୍ଯ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲୀଲର କଦେେଶ, ହମ୍ମୋନ୍ ଓ କିରିଯାଥଯିମ୍ ସହର ମଧ୍ଯ ପ୍ରାପ୍ତ ହେଲ। ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
77 To the rest of the Levites, the sons of Merari, were given, out of the tribe of Zebulun, Rimmono with its outskirts, Tabor with its outskirts;ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।
78 And on the other side of Jordan, at Jericho, on the east side of Jordan, were given them, out of the tribe of Reuben, Bezer in the waste land with its outskirts, and Jahzah with its outskirts,ମରାରି ବଂଶ ଆହୁରି ମଧ୍ଯ ରୁବନ୍େ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବତେସର ସହର, ୟହସ, କଦମୋେତ୍ ଓ ମଫୋତ୍ ସହରଗୁଡ଼ିକ ପ୍ରାପ୍ତ ହେଲ। ରୁବନ୍େ ଗୋଷ୍ଠୀ ଯରେିଖୋ ନଗରର ପୂର୍ବ ପାଶର୍ବ ଓ ୟର୍ଦ୍ଦନ ନଦୀର ପୂର୍ବ ପାଶର୍ବ ରେ ବାସ କରୁଥିଲେ।
79 And Kedemoth with its outskirts, and Mephaath with its outskirts;ମରାରିର ଏହି ପରିବାରଗୁଡ଼ିକ ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ଲାଭ କଲେ।
80 And out of the tribe of Gad, Ramoth in Gilead with its outskirts, and Mahanaim with its outskirts,ମରାରି ପରିବାରବର୍ଗ ଗାଦ ଗୋଷ୍ଠୀଠାରୁ ଗିଲିଯଦସ୍ଥ ରାମାେତ୍, ହିଷବୋନ୍ ଓ ୟା ସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ।
81 And Heshbon with its outskirts, and Jazer with its outskirts.ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
Oriya Bible