Bible

1 Chronicles 2 - WBT (Oriya)

1 These are the sons of Israel; Reuben, Simeon, Levi, and Judah, Issachar, and Zebulun,ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ

2 Dan, Joseph, and Benjamin, Naphtali, Gad, and Asher.ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,

3 The sons of Judah; Er, and Onan, and Shelah: which three were born to him of the daughter of Shua the Canaanitess. And Er, the first-born of Judah, was evil in the sight of the LORD; and he slew him.ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ।

4 And Tamar his daughter-in-law bore him Pharez and Zerah. All the sons of Judah were five.ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।

5 The sons of Pharez; Hezron, and Hamul.ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।

6 And the sons of Zerah; Zimri, and Ethan, and Heman, and Calcol, and Dara: five of them in all.ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ।

7 And the sons of Carmi; Achar, the troubler of Israel, who transgressed in the thing accursed.ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇଶ୍ରାୟେଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡ଼ାକି ଆଣିଥିଲେ ୟିଏକି ଆଖର ୟୁଦ୍ଧ ରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖ ରେ ରଖିଥିଲେ, କିନ୍ତୁ ସେ ସହେି ବସ୍ତୁଗୁଡ଼ିକୁ ପରମେଶ୍ବରଙ୍କୁ ଦଇେ ଦବୋର ଥିଲା।

8 And the sons of Ethan; Azariah.ଏଥନ୍ଙ୍କର ପୁତ୍ର ଥିଲେ ଅସରିଯା।

9 The sons also of Hezron, that were born to him; Jerahmeel, and Ram, and Chelubai.ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।

10 And Ram begat Amminadab; and Amminadab begat Nahshon, prince of the children of Judah;ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।

11 And Nahshon begat Salma, and Salma begat Boaz,ନ ହଶାେନ ସଲମାଙ୍କର ପିତା ଥିଲେ। ସଲମା ବୋଯାଜଙ୍କ ପିତା ଥିଲେ।

12 And Boaz begat Obed, and Obed begat Jesse,ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ।

13 And Jesse begat his first-born Eliab, and Abinadab the second, and Shimma the third,ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।

14 Nethaneel the fourth, Raddai the fifth,ନଥନଲେ ୟିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ୟିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦଯ।

15 Ozem the sixth, David the seventh:ଓତସମ ୟିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସମାନଙ୍କେର ଭଉଣୀମାନେ ଥିଲେ ସରୁଯା ଓ ଅବୀଗର।

16 Whose sisters were Zeruiah, and Abigail. And the sons of Zeruiah; Abishai, and Joab, and Asahel, three.ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।

17 And Abigail bore Amasa: and the father of Amasa was Jether the Ishmaelite.ଅବୀଯଲେ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶମାଯଲେୀଯ ଲୋକଙ୍କ ମଧ୍ଯରୁ ଆସିଥିଲା।

18 And Caleb the son of Hezron begat children of Azubah his wife, and of Jerioth: her sons are these; Jesher, and Shobab, and Ardon.କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲବଙ୍କେର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହାଇେଥିଲେ। ଅସୂବାର ୟିରୀଯୋତର କନ୍ଯା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ : ଯେଶର, ଶୋବବ୍ ଓ ଅର୍ଦୋନ।

19 And when Azubah was dead, Caleb took to him Ephrath, who bore to him Hur,ଅସୁବାରଙ୍କର ମୃତ୍ଯୁ ପରେ କାଲବେ ଇଫ୍ରାଥାଙ୍କୁ ବିବାହ କଲେ। କାଲବେ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସମାନେେ ତାହାର ନାମ ହୂର ଦେଲେ।

20 And Hur begat Uri, and Uri begat Bezaleel.ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।

21 And afterward Hezron went in to the daughter of Machir the father of Gilead, whom he married when he was sixty years old; and she bore him Segub.ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ।

22 And Segub begat Jair, who had three and twenty cities in the land of Gilead.ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,

23 And he took Geshur, and Aram, with the towns of Jair, from them, with Kenath and its towns, even sixty cities. All these belonged to the sons of Machir, the father of Gilead.କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

24 And after that Hezron was dead in Caleb-ephratah, then Abiah Hezron's wife bore him Ashur the father of Tekoa.ହିଷ୍ରୋଣ ମୃତ୍ଯୁବରଣ କଲାପରେ, କାଲବଙ୍କେର ସ୍ତ୍ରୀ ଇଫ୍ରଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀ ନାମ ଅବିଯାହ) ସହେି ପୁତ୍ରର ନାମ ଦିଆଗଲା ଅହୂସର। ଅହୂସର ତକୋଯ ସହର ପ୍ରତିଷ୍ଠା କରିଥିଲେ।

25 And the sons of Jerahmeel the first-born of Hezron were, Ram the first-born, and Bunah, and Oren, and Ozem, and Ahijah.ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।

26 Jerahmeel had also another wife, whose name was Atarah; she was the mother of Onam.ୟିରହମଲଙ୍କେର ଅଟାରା ନାମ ରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ନାସଙ୍କର ମାତା ଥିଲେ।

27 And the sons of Ram the first-born of Jerahmeel were, Maaz, and Jamin, and Eker.ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର।

28 And the sons of Onam were, Shammai, and Jada. And the sons of Shammai; Nadab, and Abishur.ଓନମଙ୍କର ପୁତ୍ରମାନେ ଥିଲେ : ଶମ୍ମଯ ଓ ୟାଦା। ଶମ୍ମଯଙ୍କର ପୁତ୍ରମାନେ ଥିଲେ : ନାଦବ ଓ ଅବୀଶୂର।

29 And the name of the wife of Abishur was Abihail; and she bore him Ahban, and Molid.ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା : ଅବୀହଯିଲ୍। ସମାନଙ୍କେର ଦୁଇ ପୁତ୍ର ଥିଲେ। ସହେି ପୁତ୍ରମାନଙ୍କର ନାମ ଥିଲା : ଅହବାନ୍ ଓ ମାେଲୀଦ୍।

30 And the sons of Nadab; Seled, and Appaim: but Seled died without children.ନାଦବଙ୍କର ପୁତ୍ରମାନେ ଥିଲେ : ସେଲଦ୍ ଓ ଅପ୍ପଯିମ। ସେଲଦ୍ ନିଃସନ୍ତାନ ହାଇେ ମୃତ୍ଯୁବରଣ କରିଥିଲେ।

31 And the sons of Appaim; Ishi. And the sons of Ishi; Sheshan. And the children of Sheshan; Ahlai.ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ।

32 And the sons of Jada the brother of Shammai; Jether, and Jonathan: and Jether died without children.ୟାଦା ଶମ୍ମଯଙ୍କର ଭ୍ରାତା ଥିଲେ। ୟାଦାଙ୍କର ପୁତ୍ରମାନେ ଥିଲେ : ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହାଇେ ମୃତ୍ଯୁବରଣ କଲେ।

33 And the sons of Jonathan; Peleth, and Zaza. These were the sons of Jerahmeel.ଯୋନାଥନଙ୍କର ପୁତ୍ରମାନେ ଥିଲେ : ପଲେତ୍ ଓ ସାସା। ଏହା ୟିରହମଲଙ୍କେ ସନ୍ତାନଗଣଙ୍କର ତାଲିକା ଅଟେ।

34 Now Sheshan had no sons, but daughters. And Sheshan had a servant, an Egyptian, whose name was Jarha.ଶେଶନ୍ଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଶେଶନ୍ଙ୍କର ୟାର୍ହା ନାମ ରେ ଜଣେ ମିଶରୀଯ କ୍ରୀତଦାସୀ ଥିଲା।

35 And Sheshan gave his daughter to Jarha his servant for a wife; and she bore him Attai.ଶେଶନ୍ ନିଜ ଝିଅକୁ ୟାର୍ହା ସହିତ ବିବାହ ଦେଲେ। ସମାନଙ୍କେର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା : ଅତ୍ତଯ।

36 And Attai begat Nathan, and Nathan begat Zabad,ଅତ୍ତଯ ନାଥନଙ୍କର ପିତା ଥିଲେ। ନାଥନ ସାବଦ୍କର ପିତା ଥିଲେ।

37 And Zabad begat Ephlal, and Ephlal begat Obed,ସାବଦକ୍ ଇଫଲଲଙ୍କର ପିତା ଥିଲେ। ଇଫଲଲ ଓବଦଙ୍କେର ପିତା ଥିଲେ।

38 And Obed begat Jehu, and Jehu begat Azariah,ଓବଦେ ଯହେୁଙ୍କର ପିତା ଥିଲେ। ଯହେୁ ଅସରିଯଙ୍କ ପିତା ଥିଲେ।

39 And Azariah begat Helez, and Helez begat Eleasah,ଅସରିଯ ହେଲସଙ୍କର ପିତା ଥିଲେ। ହରେସ ଇଲୀଯାସଙ୍କ ପିତା ଥିଲେ।

40 And Eleasah begat Sisamai, and Sisamai begat Shallum,ଇଲୀଯାସ ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ।

41 And Shallum begat Jekamiah, and Jekamiah begat Elishama.ଶଲ୍ଲୁମ୍ ୟିକମିଯଙ୍କ ପିତା ଥିଲେ ଏବଂ ୟିକମିଯ ଇଲୀଶାମଙ୍କର ପିତା ଥିଲେ।

42 Now the sons of Caleb the brother of Jerahmeel were, Mesha his first-born, who was the father of Ziph; and the sons of Mareshah the father of Hebron.କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।

43 And the sons of Hebron; Korah, and Tappuah, and Rekem, and Shema.ହିବ୍ରୋଣଙ୍କ ପୁତ୍ରମାନେ ଥିଲେ : କୋରହ, ତପୂହ, ରକେମ୍ ଓ ଶମାେ।

44 And Shema begat Raham, the father of Jorkoam: and Rekem begat Shammai.ଶମାେ ରହମ୍ଙ୍କ ପିତା ଥିଲେ। ରହମ୍ ୟର୍କିଯମଙ୍କ ପିତା ଥିଲେ। ରକେମ୍ ଶମ୍ମଯଙ୍କ ପିତା ଥିଲେ।

45 And the son of Shammai was Maon: and Maon was the father of Beth-zur.ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ।

46 And Ephah, Caleb's concubine, bore Haran, and Moza, and Gazez: and Haran begat Gazez.କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।

47 And the sons of Jahdai; Regem, and Jotham, and Geshan, and Pelet, and Ephah, and Shaaph.ଯହଦେଯଙ୍କର ପୁତ୍ରମାନେ ଥିଲେ : ରଗେମ୍, ଯୋଥମ୍, ଗେଶନ୍, ପଲଟେ, ଐଫା ଓ ଶାଫ୍।

48 Maachah, Caleb's concubine, bore Sheber, and Tirhanah.ମାଖା ନାମ୍ନୀ କାଲବରଙ୍କେର ଆଉ ଜଣେ ଦାସୀ ଥିଲେ। ମାଖା ଶବରେ ଓ ତିର୍ହନଃଙ୍କର ମାତା ଥିଲେ।

49 She bore also Shaaph the father of Madmannah, Sheva the father of Machbenah, and the father of Gibea: and the daughter of Caleb was Achsah.ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା।

50 These were the sons of Caleb the son of Hur, the first-born of Ephratah; Shobal the father of Kirjath-jearim,ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।

51 Salma the father of Beth-lehem, Hareph the father of Beth-gader.ଶଲ୍ମ ବୈଥ୍ଲହମରେ ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ।

52 And Shobal the father of Kirjath-jearim had sons; Haroeh, and half of the Manahethites.ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ;

53 And the families of Kirjath-jearim; the Ithrites, and the Puhites, and the Shumathites, and the Mishraites; of them came the Zereathites, and the Eshtaulites.କିରିଯତ୍-ୟିଯାରୀମ ପରିବାର ବର୍ଗମାନେ ଥିଲେ, ୟିତ୍ରୀଯ, ପୁଥୀଯ, ଶୂମାଥୀଯ ଓ ମିଶ୍ରାଯୀଯ। ସରାଯୀଯ ଓ ଇଷ୍ଟାଯୋଲୀଯଗଣ ମିସ୍ରାଯୀଯରୁ ଆସିଥିଲେ।

54 The sons of Salma; Beth-lehem, and the Netophathites, Ataroth, the house of Joab, and half of the Menahethites, the Zorites.ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,

55 And the families of the scribes who dwelt at Jabez; the Tirathites, the Shimeathites, and Suchathites. These are the Kenites that came of Hemath, the father of the house of Rechab.ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।

Oriya Bible