Home Bible 1 Chronicles 1 Chronicles 12 1 Chronicles 12:23 1 Chronicles 12:23 Image ଓଡ଼ିଆ

1 Chronicles 12:23 Image in Oriya

ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।
Click consecutive words to select a phrase. Click again to deselect.
1 Chronicles 12:23

ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।

1 Chronicles 12:23 Picture in Oriya