1 John 4:21
ଏହି ଆଜ୍ଞା ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଛୁ ଯେ ଯେକହେି ପରମେଶ୍ବରଙ୍କୁ ପ୍ ରମେ କରେ, ସେ ନିଜ ଭାଇକୁ ମଧ୍ଯ ପ୍ ରମେ କରେ।
1 John 4:21 in Other Translations
King James Version (KJV)
And this commandment have we from him, That he who loveth God love his brother also.
American Standard Version (ASV)
And this commandment have we from him, that he who loveth God love his brother also.
Bible in Basic English (BBE)
And this is the word which we have from him, that he who has love for God is to have the same love for his brother.
Darby English Bible (DBY)
And this commandment have we from him, That he that loves God love also his brother.
World English Bible (WEB)
This commandment we have from him, that he who loves God should also love his brother.
Young's Literal Translation (YLT)
and this `is' the command we have from Him, that he who is loving God, may also love his brother.
| And | καὶ | kai | kay |
| this | ταύτην | tautēn | TAF-tane |
| τὴν | tēn | tane | |
| commandment | ἐντολὴν | entolēn | ane-toh-LANE |
| have we | ἔχομεν | echomen | A-hoh-mane |
| from | ἀπ' | ap | ap |
| him, | αὐτοῦ | autou | af-TOO |
| That | ἵνα | hina | EE-na |
| he | ὁ | ho | oh |
| who loveth | ἀγαπῶν | agapōn | ah-ga-PONE |
| τὸν | ton | tone | |
| God | θεὸν | theon | thay-ONE |
| love | ἀγαπᾷ | agapa | ah-ga-PA |
| his | καὶ | kai | kay |
| τὸν | ton | tone | |
| brother also. | ἀδελφὸν | adelphon | ah-thale-FONE |
| αὐτοῦ | autou | af-TOO |
Cross Reference
1 John 3:11
ତୁମ୍ଭମାନେେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା ଉଚିତ।
1 Thessalonians 4:9
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।
Matthew 22:37
ଯୀଶୁ କହିଲେ, ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।'
Leviticus 19:18
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।
1 John 4:11
ଏହାଦ୍ବାରା ଆମ୍ଭପ୍ରତି ପରମେଶ୍ବରଙ୍କ ମହାନ୍ ପ୍ ରମେ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭମାନେେ ମଧ୍ଯ ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା।
1 John 3:23
ପରମେଶ୍ବରଙ୍କର ଏହା ଆଦେଶ : ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଆମ୍ଭମାନେେ ବିଶ୍ବାସ କରିବା ଓ ପରସ୍ପରକୁ ଭଲ ପାଇବା।
1 John 3:18
ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।
1 John 3:14
ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ଯୁର ସୀମା ପାରି ହାଇେ ଜୀବନ ରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ ରମେ କରୁ। ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ମୃତ୍ଯୁ ସୀମା ମଧିଅରେ ଥାଏ।
1 Peter 4:8
ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।
1 Peter 3:8
ଅତଏବ ସମସ୍ତେ ମିଳିମିଶି ଶାନ୍ତି ରେ ରହିବା ଉଚିତ। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।
Galatians 5:14
ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହାଇେଛି : ନିଜକୁ ପ୍ ରମେ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ ରମେ କର।280
Galatians 5:6
ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।
Romans 13:9
ମୁଁ ଏପରି କହୁଛି, କାରଣ ବ୍ଯବସ୍ଥା କୁ ହେ: ବ୍ଯଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭରେି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ। ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡିକ ସାରାଂଶ ଭାବେ ଏହି ବ୍ଯବସ୍ଥାର ଅନ୍ତର୍ଗତ ଅଟେ, ଯଥା: ନିଜକୁ ପ୍ ରମେ କଲା ଭଳି ଅନ୍ୟ ପ୍ରତିବାଶୀକୁ ପ୍ ରମେ କର।
Romans 12:9
ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।
John 15:12
ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ ରମେ କରିଛି ତୁମ୍ଭମାନେେ ମଧ୍ଯ ପରସ୍ପରକୁ ସହେିପରି ପ୍ ରମେ କର।
John 13:34
ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ ରମେ କରୁଛି, ତୁମ୍ଭମାନେେ ପରସ୍ପରକୁ ସହେିପରି ପ୍ ରମେ କରିବା ଉଚିତ୍ ା
Luke 10:37
ଶାସ୍ତ୍ରୀ ଜଣକ କହିଲେ, ଯେଉଁ ଲୋକ ଆହତ ଲୋକଟିକୁ ସାହାୟ୍ଯ କଲା।
Mark 12:29
ଯୀଶୁ ଉତ୍ତର ଦେଲେ, ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ' ହେ ଇସ୍ରାଯଲେ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ବର ଏକମାତ୍ର ପ୍ରଭୁ।
Matthew 5:43
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'