1 Corinthians 15:57 in Oriya

Oriya Oriya Bible 1 Corinthians 1 Corinthians 15 1 Corinthians 15:57

1 Corinthians 15:57
କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି। ଅତଏବ, ମାେ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ ? ପରମେଶ୍ବରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ୟ୍ଯ କଦାପି ବ୍ଯର୍ଥ ୟିବ ନାହିଁ।

1 Corinthians 15:561 Corinthians 151 Corinthians 15:58

1 Corinthians 15:57 in Other Translations

King James Version (KJV)
But thanks be to God, which giveth us the victory through our Lord Jesus Christ.

American Standard Version (ASV)
but thanks be to God, who giveth us the victory through our Lord Jesus Christ.

Bible in Basic English (BBE)
But praise be to God who gives us strength to overcome through our Lord Jesus Christ.

Darby English Bible (DBY)
but thanks to God, who gives us the victory by our Lord Jesus Christ.

World English Bible (WEB)
But thanks be to God, who gives us the victory through our Lord Jesus Christ.

Young's Literal Translation (YLT)
and to God -- thanks, to Him who is giving us the victory through our Lord Jesus Christ;


τῷtoh
But
δὲdethay
thanks
θεῷtheōthay-OH
be
to
God,
χάριςcharisHA-rees

τῷtoh
giveth
which
διδόντιdidontithee-THONE-tee
us
ἡμῖνhēminay-MEEN
the
τὸtotoh
victory
νῖκοςnikosNEE-kose
through
διὰdiathee-AH
our
τοῦtoutoo
Lord
κυρίουkyrioukyoo-REE-oo
Jesus
ἡμῶνhēmōnay-MONE
Christ.
Ἰησοῦiēsouee-ay-SOO
Χριστοῦchristouhree-STOO

Cross Reference

2 Corinthians 2:14
ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।

Romans 8:37
କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।

1 John 5:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି।

Romans 7:25
ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।

John 16:33
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।

Proverbs 21:31
ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।

Ephesians 5:20
ପ୍ରେତ୍ୟକକ କଥା ପାଇଁ ପରମପିତା ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କର।

Revelation 15:2
ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।

Revelation 12:11
ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।

2 Corinthians 9:15
ଆଶ୍ଚର୍ୟ୍ଯଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।

2 Corinthians 1:11
ତୁମ୍ଭମାନେେ ନିଜ ପ୍ରାର୍ଥନା ଦ୍ବାରା ଆମ୍ଭକୁ ସାହାୟ୍ଯ କରିପାର। ଅନକେେ ଆମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦବେେ, ଯେ ହତେୁ ସମାନଙ୍କେର ପ୍ରାର୍ଥନା ଦ୍ବାରା ପରମେଶ୍ବର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।

Psalm 98:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

1 Chronicles 22:11
ଦାଉଦ ଆହୁରି ମଧ୍ଯ କହିଲେ, ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତ ରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେପରି କହିଅଛନ୍ତି, ସପରେି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।

2 Kings 5:1
ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।

Acts 27:35
ଏତିକି କହିବା ପରେ ପାଉଲ କିଛି ରୋଟୀ ନଇେ ସମସ୍ତଙ୍କ ଆଗ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡଇେ ଖାଇବାକୁ ଆରମ୍ଭ କଲେ।

1 Corinthians 15:51
କିନ୍ତୁ ଶୁଣ ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି : ଆମ୍ଭମାନଙ୍କ ମଧ୍ଯରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହବୋ।