1 Corinthians 11:2
ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭମାନେେ ମାେତେ ସମସ୍ତ ବିଷୟ ରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦଇେଥିଲି ସେ ଗୁଡ଼ିକୁ ସ୍ମରଣ ରେ ରଖି ପାଳନ କରୁଛ।
1 Corinthians 11:2 in Other Translations
King James Version (KJV)
Now I praise you, brethren, that ye remember me in all things, and keep the ordinances, as I delivered them to you.
American Standard Version (ASV)
Now I praise you that ye remember me in all things, and hold fast the traditions, even as I delivered them to you.
Bible in Basic English (BBE)
Now I am pleased to see that you keep me in memory in all things, and that you give attention to the teaching which was handed down from me to you.
Darby English Bible (DBY)
Now I praise you, that in all things ye are mindful of me; and that as I have directed you, ye keep the directions.
World English Bible (WEB)
Now I praise you, brothers, that you remember me in all things, and hold firm the traditions, even as I delivered them to you.
Young's Literal Translation (YLT)
And I praise you, brethren, that in all things ye remember me, and according as I did deliver to you, the deliverances ye keep,
| Now | Ἐπαινῶ | epainō | ape-ay-NOH |
| I praise | δὲ | de | thay |
| you, | ὑμᾶς | hymas | yoo-MAHS |
| brethren, | ἀδελφοί | adelphoi | ah-thale-FOO |
| that | ὅτι | hoti | OH-tee |
| ye remember | πάντα | panta | PAHN-ta |
| me | μου | mou | moo |
| things, all in | μέμνησθε | memnēsthe | MAME-nay-sthay |
| and | καὶ | kai | kay |
| keep | καθὼς | kathōs | ka-THOSE |
| the | παρέδωκα | paredōka | pa-RAY-thoh-ka |
| ordinances, | ὑμῖν | hymin | yoo-MEEN |
| as | τὰς | tas | tahs |
| I delivered | παραδόσεις | paradoseis | pa-ra-THOH-sees |
| them to you. | κατέχετε | katechete | ka-TAY-hay-tay |
Cross Reference
2 Thessalonians 2:15
ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ବାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ବାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ଯମ ରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।
1 Corinthians 4:17
ସେଥିପାଇଁ ଜୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟ ରେ ମାହେର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ବାସ ଯୋଗ୍ଯ। ଖ୍ରୀଷ୍ଟଯୀଶୁଙ୍କ ପାଇଁ ମୁଁ କିପରି ଜୀବନ ଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦବେେ। ମୁଁ ସବୁ ମଣ୍ଡଳୀ ରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।
2 Thessalonians 3:6
ଭାଇ ଓ ଭଉଣୀମାନେ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ ରେ, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର ରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଚାହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି।
1 Corinthians 15:2
ତୁମ୍ଭମାନେେ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ ମାେ କହିଥିବା କଥାଗୁଡ଼ିକୁ ତୁମ୍ଭମାନେେ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ଯର୍ଥ ରେ ବିଶ୍ବାସୀ ହାଇେଥିଲ।
1 Corinthians 11:22
ତୁମ୍ଭମାନେେ ନିଜ ନିଜର ଘ ରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ମଣ୍ଡଳୀର ଯେପରି ଗୁରୁତ୍ବ ନାହିଁ, ଏହି କାର୍ୟ୍ଯରୁ ଜଣାପଡ଼େ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ'ଣ ବା କହିବି ? ଏହି କାମ ପାଇଁ କ'ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି ? ନା । ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
1 Corinthians 11:17
ବର୍ତ୍ତମାନ ମୁଁ ଯେଉଁ ବିଷୟ ରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବତେ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତେ କ୍ଷତିକାରକ ହେଉଛି।
1 Thessalonians 4:1
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।
1 Thessalonians 3:6
କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।
1 Corinthians 7:17
ପ୍ରଭୁ ତୁମକୁ ଆହ୍ବାନ କଲା ବେଳେ ଯେଉଁ ପ୍ରକାର ଜୀବନ ଯାପନ କରିବା ପାଇଁ ଚାଳନା ଦେଉଛନ୍ତି, ପ୍ରେତ୍ୟକକ ଲୋକ ସହେିଭଳି ଜୀବନ ଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦଶେ ଦିଏ।
Luke 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
Proverbs 31:28
ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।