Psalm 20

1 യഹോവ കഷ്ടകാലത്തിൽ നിനക്കു ഉത്തരമരുളുമാറാകട്ടെ; യാക്കോബിൻ ദൈവത്തിന്റെ നാമം നിന്നെ ഉയർത്തുമാറാകട്ടെ.

2 അവൻ വിശുദ്ധമന്ദിരത്തിൽനിന്നു നിനക്കു സഹായം അയക്കുമാറാകട്ടെ. സീയോനിൽനിന്നു നിന്നെ താങ്ങുമാറാകട്ടെ.

3 നിന്റെ വഴിപാടുകളെ ഒക്കെയും അവൻ ഓർക്കട്ടെ; നിന്റെ ഹോമയാഗം കൈക്കൊള്ളുമാറാകട്ടെ. സേലാ.

4 നിന്റെ ഹൃദയത്തിലെ ആഗ്രഹം അവൻ നിനക്കു നല്കട്ടെ; നിന്റെ താല്പര്യമൊക്കെയും നിവർത്തിക്കട്ടെ.

5 ഞങ്ങൾ നിന്റെ ജയത്തിൽ ഘോഷിച്ചുല്ലസിക്കും; ഞങ്ങളുടെ ദൈവത്തിന്റെ നാമത്തിൽ കൊടി ഉയർത്തും; യഹോവ നിന്റെ അപേക്ഷകളൊക്കെയും നിവർത്തിക്കുമാറാകട്ടെ.

6 യഹോവ തന്റെ അഭിഷിക്തനെ രക്ഷിക്കുന്നു എന്നു ഞാൻ ഇപ്പോൾ അറിയുന്നു; അവൻ തന്റെ വിശുദ്ധസ്വർഗ്ഗത്തിൽനിന്നു തന്റെ വലങ്കയ്യുടെ രക്ഷാകരമായ വീര്യപ്രവൃത്തികളാൽ അവന്നു ഉത്തരമരുളും.

7 ചിലർ രഥങ്ങളിലും ചിലർ കുതിരകളിലും ആശ്രയിക്കുന്നു; ഞങ്ങളോ ഞങ്ങളുടെ ദൈവമായ യഹോവയുടെ നാമത്തെ കീർത്തിക്കും.

8 അവർ കുനിഞ്ഞു വീണുപോയി; എന്നാൽ ഞങ്ങൾ എഴുന്നേറ്റു നിവിർന്നു നില്ക്കുന്നു.

9 യഹോവേ, രാജാവിനെ രക്ഷിക്കേണമേ; ഞങ്ങൾ അപേക്ഷിക്കുമ്പോൾ ഉത്തരമരുളേണമേ.

1 To the chief Musician, A Psalm of David.

2 The Lord hear thee in the day of trouble; the name of the God of Jacob defend thee;

3 Send thee help from the sanctuary, and strengthen thee out of Zion;

4 Remember all thy offerings, and accept thy burnt sacrifice; Selah.

5 Grant thee according to thine own heart, and fulfil all thy counsel.

6 We will rejoice in thy salvation, and in the name of our God we will set up our banners: the Lord fulfil all thy petitions.

7 Now know I that the Lord saveth his anointed; he will hear him from his holy heaven with the saving strength of his right hand.

8 Some trust in chariots, and some in horses: but we will remember the name of the Lord our God.

9 They are brought down and fallen: but we are risen, and stand upright.

10 Save, Lord: let the king hear us when we call.

Cross Reference

2 Thessalonians 3:2
ଆହୁରି ମଧ୍ଯ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା ରେ ବିଶ୍ବାସ ନ ଥାଏ।)

2 Corinthians 8:4
କିନ୍ତୁ ସମାନେେ ଆଗ୍ରହ ପୂର୍ବକ, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ଏହି ସବୋ କାର୍ୟ୍ଯ ରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ।

2 Corinthians 9:1
ପରମେଶ୍ବରଙ୍କ ଲୋକମାନଙ୍କ ପାଇଁ ଏହି ସବୋ ବିଷୟ ରେ ଏପରି ଲେଖିବା ମାେ ପାଇଁ ପ୍ରକୃତ ରେ ଆବଶ୍ଯକ ନୁହେଁ।

Romans 15:25
ପରମେଶ୍ବରଙ୍କ ଲୋକଙ୍କ ସବୋ ରେ ଏବେ ମୁଁ ୟିରୁଶାଲମ ଯାଉଛି।

2 Timothy 4:17
ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।

2 Timothy 3:11
ତୁମ୍ଭମାନେେ ମାେ ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ ମାରଦେୁଃଖଗୁଡ଼ିକ ବିଷୟ ରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା ରେ ମାେ ପ୍ରତି ଯାହା ସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସହେି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ୟ୍ଯାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସହେିସବୁ କଷ୍ଟରୁ ପରମେଶ୍ବର ମାେତେ ରକ୍ଷା କଲେ।

1 Thessalonians 2:15
ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।

Acts 25:24
ତା'ପରେ ଫେଷ୍ଟ କହିଲେ, ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ବୃନ୍ଦ, ଏ ହେଉଛନ୍ତି ସହେି ଲୋକ, ଯାହାଙ୍କ ବିଷୟ ରେ ଉଭୟ ୟିରୂଶାଲମ ଓ ଏଠା ରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମାେ ନିକଟରେ ଚ଼ିତ୍କାର କରି ଆବଦନେ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନଯାଉ।

Acts 25:2
ସଠାେରେ ମୁଖ୍ଯ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଆଗତ କଲେ।

Acts 24:1
ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

Acts 23:12
ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।

Acts 22:24
ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

Acts 21:17
ଆମ୍ଭମାନେେ ୟିରୂଶାଲମ ରେ ପହଞ୍ଚିବା ମାତ୍ ରେ ଆମ୍ଭକୁ ଭାଇମାନେ ଖୁସି ରେ ସ୍ବାଗତ ଜଣାଇଲେ।